ନିଷ୍କାଶିନୀ Nishkāṡinī

  • ସଂ. ବି. ସ୍ତ୍ରୀ (ନିର୍+ କଶ୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ଅବାରିତା ଦାସୀ; ଯେଉଁ ଚାକରାଣୀ ଅନ୍ତଃପୁରରୁ ବାହାରକୁ ଯିବା ବିଷୟରେ ସ୍ୱାଧୀନା — A female servant who freely goes outside the harem