ନିଷ୍କାଶିତ Nishkāṡita

  • ସଂ. ବିଣ. (ନିର୍+କଶ୍ ବା କସ୍ ଧାତୁ,ଣିଚ+କର୍ମ. ତ) — ବହିଷ୍କୃତ; ଦୂରୀକୃତ; ତାଡ଼ିତ — Expelled; driven out; turned out
  • ସଂ. ବିଣ. (ନିର୍+କଶ୍ ବା କସ୍ ଧାତୁ,ଣିଚ+କର୍ମ. ତ) — ନିର୍ବାସିତ — Exiled; banished
  • ସଂ. ବିଣ. (ନିର୍+କଶ୍ ବା କସ୍ ଧାତୁ,ଣିଚ+କର୍ମ. ତ) — ନିଃସାରିତ — Drawn out; removed
  • ସଂ. ବିଣ. (ନିର୍+କଶ୍ ବା କସ୍ ଧାତୁ,ଣିଚ+କର୍ମ. ତ) — ସ୍ଥାପିତ — Eastablished; placed
  • ସଂ. ବିଣ. (ନିର୍+କଶ୍ ବା କସ୍ ଧାତୁ,ଣିଚ+କର୍ମ. ତ) — ଅଧିକୃତ — Possessed
  • ସଂ. ବିଣ. (ନିର୍+କଶ୍ ବା କସ୍ ଧାତୁ,ଣିଚ+କର୍ମ. ତ) — ବିକଶିତ; ପ୍ରସ୍ଫୁଟିତ — Blown; expanded
  • ସଂ. ବିଣ. (ନିର୍+କଶ୍ ବା କସ୍ ଧାତୁ,ଣିଚ+କର୍ମ. ତ) — ତିରସ୍କୃତ — Censured
  • ସଂ. ବିଣ. (ନିର୍+କଶ୍ ବା କସ୍ ଧାତୁ,ଣିଚ+କର୍ମ. ତ) — ନିନ୍ଦିତ — Blamed; reviled