ନିଷ୍କାଳକ Nishkāḻaka

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନିର୍ଗତ+କାଳକ= କେଶାଦି) — ମୁଣ୍ଡିତମସ୍ତକ, ଘୃତାକ୍ତ ଦେହ, ପ୍ରାୟଶ୍ଚିତ ଯୋଗ୍ୟ (ବ୍ୟକ୍ତି) — (a penitent) Shaved and besmeard with ghee, preparatory to undergoing a penance