ନିଷ୍କାରଣ Nishkāraṇa
- ସଂ. ବିଣ. (ବହୁବ୍ରୀହି; ନିର୍+କାରଣ) — ଅକାରଣ; କାରଣଶୂନ୍ୟ; ଅହେତୁକ — Causeless; groundless
- ସଂ. ବିଣ. (ବହୁବ୍ରୀହି; ନିର୍+କାରଣ) — (ଯଥା— ନିଷ୍କାରଣ ଶତ୍ରୁ; ନିଷ୍କାରଣବନ୍ଧୁ ।)
- ସଂ. ବିଣ. (ବହୁବ୍ରୀହି; ନିର୍+କାରଣ) — ଗୁରୁ ଯେବେ ଶିଷ୍ୟକୁ ନିଷ୍କାରଣେ ମାରେ ହିଂସ୍ର ଜନ୍ତୁ ହୋଇଣ ଜନ୍ମଇ ମହୀରେ— କୃଷ୍ଣସିଂହ ମହାଭାରତ. ଅନୁଶାସନ ।
- ସଂ. ବିଣ. (ବହୁବ୍ରୀହି; ନିର୍+କାରଣ) — ନିଷ୍କାମ — Disinterested
- ସଂ. ବିଣ. (ବହୁବ୍ରୀହି; ନିର୍+କାରଣ) — ବ୍ୟର୍ଥ; ବୃଥା — Vain