ନିଷ୍କାମ Nishkāma
- ସଂ. ବିଣ. (ବହୁବ୍ରୀହି; ନିର୍+କାମ=ସ୍ପୃହା) — କାମନାଶୂନ୍ୟ; କାମନାରହିତ — Free from lust or desire
- ସଂ. ବିଣ. (ବହୁବ୍ରୀହି; ନିର୍+କାମ=ସ୍ପୃହା) — ନିସ୍ପୃହ; ନିର୍ମମ — Indifferent; disinterested
- ସଂ. ବିଣ. (ବହୁବ୍ରୀହି; ନିର୍+କାମ=ସ୍ପୃହା) — ବିଷୟ ଭୋଗେଚ୍ଛାଶୂନ୍ୟ — Free from the desire of worldly enjoyment
- ସଂ. ବିଣ. (ବହୁବ୍ରୀହି; ନିର୍+କାମ=ସ୍ପୃହା) — ଅନିଚ୍ଛୁକ — 3. Unwilling; reluctant