ନିଷ୍କଳ Nishkaḻa

  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — କଳାଶୂନ୍ୟ — Waned
  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — ଅଙ୍ଗହୀନ — Lacking limbs
  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — କ୍ଷୟପ୍ରାପ୍ତ — Diminished; decayed
  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — ନିରଂଶ; ଅଂଶଶୂନ୍ୟ — Without parts
  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — ବନ୍ଧ୍ୟ; ନଷ୍ଟବୀର୍ଯ୍ୟ — Barren; impotent
  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — ବୃଦ୍ଧ — Old; decrepit
  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — ନିଷ୍ଫଳ — Fruitless
  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — ଅସଂଶୟ — Sure; certain
  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — ପୂର୍ଣ୍ଣ; ଅତିରିକ୍ତ — Whole; undivided
  • ସଂ. ବିଣ. ପୁଂ (ବହୁବ୍ରୀହି, ନିର୍=ନାହିଁ+କଳା=ଅଂଶ) — ଅବିନାଶୀ — Indestructible
  • ସଂ. ବି — ଆଧାର — Receptacle
  • ସଂ. ବି — ବ୍ରହ୍ମ; ଈଶ୍ୱର — God