ନିଷ୍କଳଙ୍କ Nishkaḻaṅka

  • ସଂ. ବିଣ. (ବହୁବ୍ରୀହି, ନିର୍+କଳଙ୍କ) — କଳଙ୍କଶୂନ୍ୟ — Spotless; flawless; stainless; unblemished
  • ସଂ. ବିଣ. (ବହୁବ୍ରୀହି, ନିର୍+କଳଙ୍କ) — ନିର୍ଦ୍ଦୋଷ — Faultless
  • ସଂ. ବିଣ. (ବହୁବ୍ରୀହି, ନିର୍+କଳଙ୍କ) — ଶୁଦ୍ଧ — Immaculate