ନିଷ୍କର Nishkara

  • ସଂ. ବିଣ. (ବହୁବ୍ରୀହି; ନିର୍+କର) — ଯେଉଁ ରଏତି ଜମିର ଖଜଣା ଦେବାକୁ ହୁଏ ନାହିଁ; ମିହ୍ନା — Rent-free (land)
  • ଦେ. ବି — ଖଜଣା ଦେବା ଦାୟିତ୍ୱରୁ ମାଫ୍ ପାଇଥିବା ରଏତି ବୃତ୍ତି — Rent-free holding
  • ଦେ. ବି — [ଦ୍ର—ଯେଉଁ ଜମିର ଖଜଣା ଜମିଦାର ପ୍ରଜାକୁ ମାଫ୍ ଦିଅନ୍ତି ତାହାକୁ ନିଷ୍କର ଓ ଯେଉଁ ଜମି ନିମନ୍ତେ ରାଜାଙ୍କୁ ବା ସରକାରଙ୍କୁ ରାଜସ୍ୱ ଦିଆଯାଏ ନାହିଁ, ତାକୁ ଲାଖରାଜୀ — (revenue free)ବୃତ୍ତି ବୋଲାଯାଏ ]