ନିଷ୍କର୍ଷ Nishkarsha
- ସଂ. ବି. (ନିର୍+କୃଷ୍ ଧାତୁ= ଚଷିବା+ଭାବ. ଅ) — ନିଶ୍ଚୟ — Certainty
- ସଂ. ବି. (ନିର୍+କୃଷ୍ ଧାତୁ= ଚଷିବା+ଭାବ. ଅ) — ଇୟତ୍ତା; ସ୍ଥିରୀକରଣ — , Ascertainment
- ସଂ. ବି. (ନିର୍+କୃଷ୍ ଧାତୁ= ଚଷିବା+ଭାବ. ଅ) — ସାର; ନିର୍ଯ୍ୟାସ — Essence; extract; substance
- ସଂ. ବି. (ନିର୍+କୃଷ୍ ଧାତୁ= ଚଷିବା+ଭାବ. ଅ) — ନିଃସାରଣ; ନିଗାଡ଼ିବା; ବାହାର କରିବା — Extraction; drawing out
- ସଂ. ବି. (ନିର୍+କୃଷ୍ ଧାତୁ= ଚଷିବା+ଭାବ. ଅ) — ସାରମର୍ମ୍ମ — Essential meaning or import
- ଦେ. ବିଣ — ନିଶ୍ଚିତ — Certain
- ଦେ. ବିଣ — ସ୍ଥିର; ଅଟଳ — Firm; fixed