ନିଷ୍କର୍ଷଣ Nishkarshaṇa

  • ସଂ. ବି. (ନିର୍+କୃଷ୍ ଧାତୁ=ଚାଷ କରିବା+ଭାବ ଅନ) — ନିଷ୍ପତ୍ତିକରଣ; ମେଣ୍ଟାଇବା — Deciding; coming to a decision
  • ସଂ. ବି. (ନିର୍+କୃଷ୍ ଧାତୁ=ଚାଷ କରିବା+ଭାବ ଅନ) — ଉଦ୍ଧାରଣ; ନିଃସାରଣ — Act of drawing or pulling out; extraction; extrication
  • ସଂ. ବି. (ନିର୍+କୃଷ୍ ଧାତୁ=ଚାଷ କରିବା+ଭାବ ଅନ) — ନିଯୋଜନ — Appointing
  • ସଂ. ବି. (ନିର୍+କୃଷ୍ ଧାତୁ=ଚାଷ କରିବା+ଭାବ ଅନ) — ବିଶ୍ୱାସ କରିବା — Trusting
  • ସଂ. ବି. (ନିର୍+କୃଷ୍ ଧାତୁ=ଚାଷ କରିବା+ଭାବ ଅନ) — ନିଶ୍ଚୟକରଣ — Ascertaining
  • ସଂ. ବି. (ନିର୍+କୃଷ୍ ଧାତୁ=ଚାଷ କରିବା+ଭାବ ଅନ) — ନିଷ୍କାସନ; ବହିଷ୍କରଣ — Expelling
  • ସଂ. ବି. (ନିର୍+କୃଷ୍ ଧାତୁ=ଚାଷ କରିବା+ଭାବ ଅନ) — ଅପନୋଦନ; ଅପନାୟକ — Obliteration; removal