ନିଷ୍କର୍ମା Nishkarmā
- ସଂ. ବିଣ (ନିଷ୍କର୍ମନ୍; ବହୁବ୍ରୀହି; ନିର୍= ନାହିଁ+କର୍ମନ୍= କାର୍ଯ୍ୟ) — ନିର୍ବ୍ୟାପାର; କର୍ମରହିତ; ନିକିମା — Unemployed; unoccupied
- ସଂ. ବିଣ (ନିଷ୍କର୍ମନ୍; ବହୁବ୍ରୀହି; ନିର୍= ନାହିଁ+କର୍ମନ୍= କାର୍ଯ୍ୟ) — ଅଳସ; ଅକର୍ମଣ୍ୟ — Lazy; slothful; indolent; idle
- ସଂ. ବିଣ (ନିଷ୍କର୍ମନ୍; ବହୁବ୍ରୀହି; ନିର୍= ନାହିଁ+କର୍ମନ୍= କାର୍ଯ୍ୟ) — ନିଶ୍ଚେଷ୍ଟ; ନିରୁତ୍ସାହ — Destitute of exertion
- ସଂ. ବିଣ (ନିଷ୍କର୍ମନ୍; ବହୁବ୍ରୀହି; ନିର୍= ନାହିଁ+କର୍ମନ୍= କାର୍ଯ୍ୟ) — [ଦ୍ର—ଏଥିର ଅପଭ୍ରଂଶ—ନିକମା ।]
- ଦେ. ବିଣ — ଅକାମିକା — worthless, useless; fit for noting