ନିଷ୍କମ୍ପ Nishkampa

  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+କମ୍ପ) — କମ୍ପହୀନ — Motionless; unshaking,
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+କମ୍ପ) — ସ୍ଥିର; ନିଶ୍ଚଳ — Still; calm; steady