ନିଷେବଣ Nishebaṇa

  • ସଂ. ବି (ନି+ସେବ୍ ଧାତୁ=ଶୁଶ୍ରୁଷା କରିବା+ଭାବ. ଅନ) — ସେବା; ଶୁଶ୍ରୁଷା; ପରିଚର୍ଯ୍ୟା — Service
  • ସଂ. ବି (ନି+ସେବ୍ ଧାତୁ=ଶୁଶ୍ରୁଷା କରିବା+ଭାବ. ଅନ) — ସେବନ; ଖାଇବା — Eating; partaking;
  • ସଂ. ବି (ନି+ସେବ୍ ଧାତୁ=ଶୁଶ୍ରୁଷା କରିବା+ଭାବ. ଅନ) — ରୋଗିଚର୍ଯ୍ୟା — Attendance on a patient; tending
  • ସଂ. ବି (ନି+ସେବ୍ ଧାତୁ=ଶୁଶ୍ରୁଷା କରିବା+ଭାବ. ଅନ) — ଅଭ୍ୟାସନ; ଆଚରଣ — Observance; practice
  • ସଂ. ବି (ନି+ସେବ୍ ଧାତୁ=ଶୁଶ୍ରୁଷା କରିବା+ଭାବ. ଅନ) — ଉପାସନା; ଆରାଧନା — Worshipping; praying; adoration
  • ସଂ. ବି (ନି+ସେବ୍ ଧାତୁ=ଶୁଶ୍ରୁଷା କରିବା+ଭାବ. ଅନ) — ବ୍ୟସନାଦିରେ ରତ ହେବା — Addictedness to
  • ସଂ. ବି (ନି+ସେବ୍ ଧାତୁ=ଶୁଶ୍ରୁଷା କରିବା+ଭାବ. ଅନ) — ବ୍ୟବହାର — Use