ନିଷେବଣୀୟ Nishebaṇīya
- ସଂ. ବିଣ (ନି+ସେବ୍ ଧାତୁ=ସେବା କରିବା+କର୍ମ. ଅନୀୟ) — ଉପାସନୀୟ — 1. Worshipable
- ସଂ. ବିଣ (ନି+ସେବ୍ ଧାତୁ=ସେବା କରିବା+କର୍ମ. ଅନୀୟ) — ସେବନୀୟ — Fit to be partaken of
- ସଂ. ବିଣ (ନି+ସେବ୍ ଧାତୁ=ସେବା କରିବା+କର୍ମ. ଅନୀୟ) — ଆଚରଣୀୟ — Fit to be observed or practised