ନିଷେଧିବା Nishedhibā

  • ଦେ. (ପଦ୍ୟ) (ସଂ. ନି+ସିଧ୍ ଧାତୁ) — ନିବାରଣ କରିବା — To Prevent
  • ଦେ. (ପଦ୍ୟ) (ସଂ. ନି+ସିଧ୍ ଧାତୁ) — ନବ ଲତା ଲୋଳ ଶାଖେ ନିଷେଧିଲେ; ଲଭି ସମୀରଣ ସଙ୍ଗ; ମକରନ୍ଦ ପାନ ଉତ୍ସବରେ ମନ ନ କରଇ ନିକି ଭୃଙ୍ଗ । କବିସୂର୍ଯ୍ୟ. ସଙ୍ଗୀତ ।