ନିଷେଧିନୀ Nishedhinī

  • ସଂ. ବି. ସ୍ତ୍ରୀ (ନି+ସିଧ୍ ଧାତୁ+କର୍ତ୍ତୃ. ଇନ; ସ୍ତ୍ରୀ. ଈ) — ନିବାରଣକର୍ତ୍ତ୍ରୀ — Preventing; prohibiting (female)
  • ସଂ. ବି. ସ୍ତ୍ରୀ (ନି+ସିଧ୍ ଧାତୁ+କର୍ତ୍ତୃ. ଇନ; ସ୍ତ୍ରୀ. ଈ) — ଯେ କୌଣସି ବସ୍ତୁକୁ ନ ଦେଇ ଅଟକାଏ — Withholding; keeping back
  • ସଂ. ବି. ସ୍ତ୍ରୀ (ନି+ସିଧ୍ ଧାତୁ+କର୍ତ୍ତୃ. ଇନ; ସ୍ତ୍ରୀ. ଈ) — ଯେ ବାଧା ଦିଏ — Obstructing