ନିଷେଧନ Nishedhana

  • ସଂ. ବି. (ନି+ସିଧ୍ ଧାତୁ+ଭାବ. ଅନ) — ବାରଣ; ମନା କରିବା — Prevention; forbidding
  • ସଂ. ବି. (ନି+ସିଧ୍ ଧାତୁ+ଭାବ. ଅନ) — ଯାକିଣ ଜଘନ୍ୟ ଘନ କଲା ନିଷେଧନ ଧନ ନୁହେଁ ତାଳି ଲୋଡ଼ ପୁନଃ ପୁନଃ । ଭଞ୍ଜ. ପ୍ରେମସୁଧାନିଧି ।