ନିଷେଦ୍ଧା Nisheddhā

  • ସଂ. ବିଣ. ପୁଂ (ନି+ସିଧ୍ ଧାତୁ=ନିଷନ୍ନ କରିବା+କର୍ତ୍ତୃ. ତୃ; 1 ମା. 1 ବ) — ନିବାରକ — Prohibiting; forbidding