ନିଷିଦ୍ଧ Nishiddha

  • ସଂ. ବିଣ. (ନି+ସିଧ୍ ଧାତୁ=ସମ୍ପନ୍ନ କରିବା+କର୍ମ. ତ) — ନିବାରିତ (ବ୍ୟକ୍ତି ବା କର୍ମ) — Prohibited; forbidden; prevented
  • ସଂ. ବିଣ. (ନି+ସିଧ୍ ଧାତୁ=ସମ୍ପନ୍ନ କରିବା+କର୍ମ. ତ) — ବାଧାପ୍ରାପ୍ତ — Interdicted; restrained
  • ସଂ. ବିଣ. (ନି+ସିଧ୍ ଧାତୁ=ସମ୍ପନ୍ନ କରିବା+କର୍ମ. ତ) — ତିରସ୍କୃତ — Rebuked
  • ସଂ. ବିଣ. (ନି+ସିଧ୍ ଧାତୁ=ସମ୍ପନ୍ନ କରିବା+କର୍ମ. ତ) — ପରିହାର୍ଯ୍ୟ — Avoidable; to be shunned
  • ସଂ. ବିଣ. (ନି+ସିଧ୍ ଧାତୁ=ସମ୍ପନ୍ନ କରିବା+କର୍ମ. ତ) — ମନ୍ଦ; ଖରାପ — Bad