ନିଷିକ୍ତ Nishikta
- ସଂ. ବିଣ. (ନି+ସିଚ୍ ଧାତୁ=ଛିଞ୍ଚିବା+କର୍ମ. ତ) — ଜଳାଭିଷିକ୍ତ; ସିକ୍ତ — Wet; moistened
- ସଂ. ବିଣ. (ନି+ସିଚ୍ ଧାତୁ=ଛିଞ୍ଚିବା+କର୍ମ. ତ) — କ୍ଷରିତ — Distilled; oozing
- ସଂ. ବିଣ. (ନି+ସିଚ୍ ଧାତୁ=ଛିଞ୍ଚିବା+କର୍ମ. ତ) — ପାଣି ଛିଞ୍ଚା ହୋଇଥିବା — Sprinkled with water
- ସଂ. ବିଣ. (ନି+ସିଚ୍ ଧାତୁ=ଛିଞ୍ଚିବା+କର୍ମ. ତ) — ପାଣି ମଡ଼ା ଯାଇଥିବା — 3. Irrigated
- ସଂ. ବି — ବୀର୍ଯ୍ୟରୁ ଉତ୍ପନ୍ନ ଗର୍ଭ — Impregnation due to semen