ନିଷଦ Nishada

  • ସଂ. ବି. (ନି+ସଦ୍ ଧାତୁ=ଅବସ୍ଥାନ କରିବା+ଅଧି. ଅ) — ନିଷାଦସ୍ୱର; ସଙ୍ଗୀତର ସପ୍ତମ ସ୍ୱର — The seventh musical note in the gamut
  • ସଂ. ବି. (ନି+ସଦ୍ ଧାତୁ=ଅବସ୍ଥାନ କରିବା+ଅଧି. ଅ) — ଆସନ — A seat