ନିଷଦ୍ୟା Nishadyā

  • ସଂ. ବି. ସ୍ତ୍ରୀ (ନିଷଦ୍ୟ+ସ୍ତ୍ରୀ. ଆ) — ପଣ୍ୟ ବିକ୍ରୟଶାଳା; ହାଟ — Market; mart
  • ସଂ. ବି. ସ୍ତ୍ରୀ (ନିଷଦ୍ୟ+ସ୍ତ୍ରୀ. ଆ) — ଛୋଟ ଖଟ; ଖଟିଆ — A small bedstead; charpoy