ନିଷଙ୍ଗୀ Nishaṅgī
- ସଂ. ବିଣ. ପୁଂ.—(ନିଷଙ୍ଗ+ଅସ୍ତ୍ୟର୍ଥେ. ଇନ୍. ନିଷଙ୍ଗିନ୍); 1 ମା. 1 ବ.) — ଧନୁର୍ଦ୍ଧାରୀ — Holding a bow
- ସଂ. ବିଣ. ପୁଂ.—(ନିଷଙ୍ଗ+ଅସ୍ତ୍ୟର୍ଥେ. ଇନ୍. ନିଷଙ୍ଗିନ୍); 1 ମା. 1 ବ.) — ତୃଣୀରଧାରୀ — Wearing a quiver; furnished with a quiver
- ସଂ. ବିଣ. ପୁଂ.—(ନିଷଙ୍ଗ+ଅସ୍ତ୍ୟର୍ଥେ. ଇନ୍. ନିଷଙ୍ଗିନ୍); 1 ମା. 1 ବ.) — ଖଡ୍ଗଧାରୀ (ହି. ଶ.) — Holding a sword
- ସଂ. ବି. ପୁଂ. — ଧୃତରାଷ୍ଟ୍ରଙ୍କ ପୁତ୍ରବିଶେଷ — A son of Dhṛutarāshṭra
- ସଂ. ବି. ପୁଂ. — ଧନୁର୍ଦ୍ଧର ବ୍ୟକ୍ତି — An archer
- ସଂ. ବି. ପୁଂ. — ଖଡ୍ଗଧାରୀ ବ୍ୟକ୍ତି — A swordsman