ନିଷଙ୍ଗଥି Nishaṅgathi
- ସଂ. ବି.—(ନିଷଙ୍ଗ+ଥି) — ଆଲିଙ୍ଗନ — Embrace
- ସଂ. ବି.—(ନିଷଙ୍ଗ+ଥି) — ସଙ୍ଗମ — Union
- ସଂ. ବି.—(ନିଷଙ୍ଗ+ଥି) — ଧାନୁଷ୍କ; ଧନୁର୍ଦ୍ଧର — Archer; bowman
- ସଂ. ବି.—(ନିଷଙ୍ଗ+ଥି) — ରଥ — Car
- ସଂ. ବି.—(ନିଷଙ୍ଗ+ଥି) — ସାରଥି — Charioteer
- ସଂ. ବି.—(ନିଷଙ୍ଗ+ଥି) — ତୃଣ — Grass
- ସଂ. ବି.—(ନିଷଙ୍ଗ+ଥି) — ସ୍କନ୍ଧ — Shoulder