ନିଶ୍ୱାସ ପକାଇବା Niṡwāsa pakāibā
- ଦେ. କ୍ରି — ନିଶ୍ୱାସ ମାରିବା — To breathe
- ଦେ. କ୍ରି — ବାହାରକୁ ଶ୍ୱାସ ବାୟୁ ଛାଡ଼ିବା — To emit breathe; to exhale
- ଦେ. କ୍ରି — (ସବଳ ଅତ୍ୟାଚାରୀ ବ୍ୟକ୍ତିପ୍ରତି ଦୁର୍ବଳ ଅତ୍ୟାଚାରିତ ବ୍ୟକ୍ତି) ଦୀର୍ଘନିଶ୍ୱାସ ଛାଡ଼ିବାବେଳେ ଅଭିଶାପ ଦେବା — To curse the strong oppressor with the sigh which is the outcome of oppression
- ଦେ. କ୍ରି — ଦୁଃଖରେ ଖର ନିଶ୍ୱାସ ଛାଡ଼ିବା — To sigh with grief
- ଦେ. କ୍ରି — ଉଆଁସ ପୂନେଇରେ ଘରେ ପିଠାଟିଏ ଛେନା ଟିକିଏ ହେଲେ ଶାରିଆ ନିଶ୍ୱାସ ପକାଏ। ଫକୀରମୋହନ. ଛମାଣ ଆଠଗୁଣ୍ଠ।