ନିଶ୍ୱସିତ Niṡwasita
- ସଂ. ବିଣ. (ନି=ବାହାରକୁ+ଶ୍ୱସ୍ ଧାତୁ=ନିଶ୍ୱାସ ମାରିବା+କର୍ତ୍ତୃ. ତ) — ଯେ ନିଶ୍ୱାସ ମାରିଅଛି — Having exhaled
- ସଂ. ବିଣ. (ନି=ବାହାରକୁ+ଶ୍ୱସ୍ ଧାତୁ=ନିଶ୍ୱାସ ମାରିବା+କର୍ତ୍ତୃ. ତ) — ନିଶ୍ୱାସ ମାରୁଥିବା — Breathing
- ସଂ. ବି. (ନି+ଶ୍ୱସ୍ ଧାତୁ+ଭାବ. ତ) — ନିଶ୍ୱାସ; ନାକବାଟେ ବାହାରକୁ ପବନ ଛାଡ଼ିବା — Breathing; exhaling
- ସଂ. ବି. (ନି+ଶ୍ୱସ୍ ଧାତୁ+ଭାବ. ତ) — ନିଶ୍ୱାସ ପ୍ରଶ୍ୱାସ — Respiration; breath; expiration and inspiration (M.W.)