ନିଶ୍ରମରେ Niṡramare

  • ଦେ. କ୍ରି. ବିଣ — ଅକ୍ଳାନ୍ତଭାବରେ; କ୍ଳାନ୍ତ ନ ହୋଇ — Untiringly
  • ଦେ. କ୍ରି. ବିଣ — ଅଧ୍ୟବସାୟ ସହକାରେ — Perseveringly
  • ଦେ. କ୍ରି. ବିଣ — ନର ନାରାୟଣ ବଦରୀ ଆଶ୍ରମରେ, ଶଗଡ଼ରେ ବସି ତପନ୍ତି ନିଶ୍ରମରେ। କୃଷ୍ଣସିଂହ, ମହାଭାରତ. ଶାନ୍ତି।