ନିଶ୍ଛେଦ୍ୟ Niṡchhedya

  • ସଂ. ବିଣ—(ନିର୍+ଛେଦ୍ୟ) — (ଗଣିତ) ଯେଉଁ ରାଶି ଅନ୍ୟ ରାଶି ଦ୍ୱାରା ବିଭାଜିତ ହୋଇ ନ ପାରେ — (arithmetic) Indivisible (number)