ନିଶ୍ଚୟାତ୍ମକ ଜ୍ଞାନ Niṡchayātmaka jn̄āna

  • ସଂ. ବି.—(ନିଶ୍ଚୟାତ୍ମକ+ଜ୍ଞାନ) — ଦୃଢ଼ ବିଶ୍ୱାସ — Firm conviction; certain knowledge
  • ସଂ. ବି.—(ନିଶ୍ଚୟାତ୍ମକ+ଜ୍ଞାନ) — ଯେଉଁ ଜ୍ଞାନରେ ଆଦୌ ସଂଶୟ ନ ଥାଏ — Knowledge which is free from all doubt