ନିଶ୍ଚେତନ Niṡchetana

  • ସଂ. ବି. (ବହୁବ୍ରୀହି; ନିର୍+ଚେତନା) — ଜଡ଼; ଅଚେତନ; ପ୍ରାଣହୀନ — Lifeless; void of sensation
  • ସଂ. ବି. (ବହୁବ୍ରୀହି; ନିର୍+ଚେତନା) — ଅଜ୍ଞାନ — Insensible
  • ସଂ. ବି. (ବହୁବ୍ରୀହି; ନିର୍+ଚେତନା) — କ୍ରୋଧାଦିହୀନ — Dispassionate