ନିଶ୍ଚେଁ କରିବା Niṡcheñ karibā

  • ଦେ. କ୍ରି — ସ୍ଥିର କରିବା — To ascertain; to settle
  • ଦେ. କ୍ରି — ଦମୟନ୍ତୀ ବୋଲି ମନରେ ନିଶ୍ଚେଁ କଲେ— କୃଷ୍ଣସିଂହ. ମହାଭାରତ. ବନ।