ନିଶ୍ଚିନ୍ତ Niṡchinta

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଚିନ୍ତା) — ଭାବନାଶୂନ୍ୟ; ନିରୁଦ୍ବେଗ — Free from anxiety or care
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଚିନ୍ତା) — ଚିନ୍ତାହୀନ — Thoughtless; careless
  • ଦେ. ବିଣ — ସନ୍ତୁଷ୍ଟ — Fully satisfied; content