ନିଶ୍ଚିତ Niṡchita

  • ସଂ. ବିଣ. (ନିର+ଚି ଧାତୁ=ଗମନ କରିବା+କର୍ମ. ତ) — ସ୍ଥିରୀକୃତ; ନିର୍ଣ୍ଣୀତ — Ascertained; settled
  • ସଂ. ବିଣ. (ନିର+ଚି ଧାତୁ=ଗମନ କରିବା+କର୍ମ. ତ) — ମୀମାଂସିତ — Decided; determined
  • ସଂ. ବିଣ. (ନିର+ଚି ଧାତୁ=ଗମନ କରିବା+କର୍ମ. ତ) — ନିଃସନ୍ଦେହ — Sure; certain; undoubted
  • ସଂ. ବିଣ. (ନିର+ଚି ଧାତୁ=ଗମନ କରିବା+କର୍ମ. ତ) — ପରିଜ୍ଞାତ — Known
  • ସଂ. ବିଣ. (ନିର+ଚି ଧାତୁ=ଗମନ କରିବା+କର୍ମ. ତ) — (+କର୍ତ୍ତୃ. ତ)—ନିଶ୍ଚିୟବାନ୍ — Having firm conviction
  • କ୍ରି. ବିଣ — ନିଃସନ୍ଦେହରୂପେ; ନିଶ୍ଚେଁ — Certainly; surely; decidedly