ନିଶ୍ଚଳ Niṡchaḻa

  • ସଂ. ବିଣ. ପୁଂ. (ନିର୍=ନାହିଁ+ଚଳ୍ ଧାତୁ=ଗତି କରିବା— +କର୍ତ୍ତୃ. ଅ) — ସ୍ଥିର; ଅଚଳ — Firm; immoveable; steady
  • ସଂ. ବିଣ. ପୁଂ. (ନିର୍=ନାହିଁ+ଚଳ୍ ଧାତୁ=ଗତି କରିବା— +କର୍ତ୍ତୃ. ଅ) — ଅଟଳ — Fixed; unwavering