ନିଶ୍ଚଏ Niṡchae

  • ଗ୍ରା. କ୍ରି. ବିଣ. — ନିଶ୍ଚୟ (ଦେଖ) — Niṡchaya (See)
  • ଗ୍ରା. କ୍ରି. ବିଣ. — ଅନ୍ଧ ହୋଇ ଥିଲେ ଚକ୍ଷୁ ଦିଶଇ ନିଶ୍ଚଏ। ପ୍ରାଚୀ. ବ୍ରହ୍ମନିରୂପଣ ଗୀତା।