ନିଶୋପଶାୟ Niṡopaṡāya

  • ସଂ. ବି (ନିଶା+ଉପଶାୟ) — ନିଦ୍ରାବସ୍ଥା — The state of sleep
  • ସଂ. ବି (ନିଶା+ଉପଶାୟ) — ରାତ୍ରିରେ ବିଶ୍ରାମ କରିବା — Nightly rest; sleeping in the night