ନିଶିଡ଼ିବା Niṡiṟḍ̠ibā

  • ଦେ. କ୍ରି. (ସଂ. ନିଷ୍ଫୁଟ; ନିଷ୍କାସନ) — (ଦାନ୍ତ ଶବ୍ଦ ପରେ ବ୍ୟବହୃତ (ଦାନ୍ତ) ନେଫେଡ଼ିବା; ଦାନ୍ତପାଟି ଦେଖାଯିବା
  • ଦେ. କ୍ରି. (ସଂ. ନିଷ୍ଫୁଟ; ନିଷ୍କାସନ) — ଭଳି ଦୁଇ ଓଠ ମେଳ କରିବା — To grin
  • ଦେ. କ୍ରି. (ସଂ. ନିଷ୍ଫୁଟ; ନିଷ୍କାସନ) — ଘୋଡ଼ାସୁଆର ମଧ୍ୟ ଦାନ୍ତ ନିଶିଡ଼ି ଦେହର ସ୍ଥାନ ଅସ୍ଥାନର ଜାଦୁଗୁଡ଼ାକ କୁଣ୍ଡେଇ ପକାଇଲେ। ଫକୀରମୋହନ. ଛମାଣ ଆଠଗୁଣ୍ଠ।