ନିଶିଡ଼ା Niṡiṟḍ̠ā

  • ଦେ. ବିଣ. ପୁଂ ଓ ସ୍ତ୍ରୀ. (ଗାଳିରେ ବ୍ୟବହୃତ; ଯେ ଦାନ୍ତ ନିଶିଡ଼େ) — ଦରହସା; ଯେ ସବୁ ବେଳେ ସାମାନ୍ୟ କଥାରେ ଦାନ୍ତକୁ ଦେଖାଇ କରି ହସେ — Given to inordinate laughing