ନିଶିପୁଷ୍ପ Niṡipushpa

  • ସଂ. ବି. ସ୍ତ୍ରୀ. (ମ. ପ. ଲୋ; ନିଶି=ରାତ୍ରିରେ ଫୁଟିବା+ପୁଷ୍ପ) — ଶେଫାଳିକା; ଗଙ୍ଗ ଶିଉଳୀ ଫୁଲ — Name of a flower; Nyctanthes Tristes
  • ସଂ. ବି. ସ୍ତ୍ରୀ. (ମ. ପ. ଲୋ; ନିଶି=ରାତ୍ରିରେ ଫୁଟିବା+ପୁଷ୍ପ) — ନିର୍ଗୁଣ୍ଡୀ (ହି. ଶବ୍ଦସାଗର) (ଦେଖ) — Nirguṇḍī (See)