ନିଶାହ୍ୱା Niṡāhwā

  • ସଂ. ବି. (ବହୁବ୍ରୀହି; ନିଶା+ଆହ୍ୱା=ନାମ; ନିଶାହ+ସ୍ତ୍ରୀ. ଆ) ହଳଦି — Turmeric
  • ସଂ. ବି. (ବହୁବ୍ରୀହି; ନିଶା+ଆହ୍ୱା=ନାମ; ନିଶାହ+ସ୍ତ୍ରୀ. ଆ) [ଦ୍ର—ନିଶା ଶବ୍ଦର ପ୍ରତିଶବ୍ଦମାନ ବୈଦ୍ୟ ଶାସ୍ତ୍ରରେ ହଳଦି ପାଇଁ ବ୍ୟବହୃତ ହୁଏ।]
  • ସଂ. ବି. (ବହୁବ୍ରୀହି; ନିଶା+ଆହ୍ୱା=ନାମ; ନିଶାହ+ସ୍ତ୍ରୀ. ଆ) ଜତୁକା ଲତା — A creeper