ନିଶାରତ୍ନ Niṡāratna

  • ସଂ. ବି. ( 6 ଷ୍ଠୀ ତତ୍; ନିଶା+ରତ୍ନ=ମଣି; ନିଶାର ରତ୍ନ ସ୍ୱରୂପ) ଚନ୍ଦ୍ର — The moon
  • ସଂ. ବି. ( 6 ଷ୍ଠୀ ତତ୍; ନିଶା+ରତ୍ନ=ମଣି; ନିଶାର ରତ୍ନ ସ୍ୱରୂପ) କର୍ପୂର — Camphor
  • ସଂ. ବି. ( 6 ଷ୍ଠୀ ତତ୍; ନିଶା+ରତ୍ନ=ମଣି; ନିଶାର ରତ୍ନ ସ୍ୱରୂପ) [ଦ୍ର—ଚନ୍ଦ୍ର ଶବ୍ଦର ପ୍ରତିଶବ୍ଦମାନ ବୈଦଶାସ୍ତ୍ରରେ କର୍ପୂର ପାଇଁ ବ୍ୟବହୃତ ହୁଏ।]