ନିଶାମନ Niṡāmana
- ସଂ. ବି. (ନି+ଶମ୍. ଧାତୁ ଣିଚ୍ ଶାମି. ଧାତୁ=ଶାନ୍ତି କରାଇବା+ଭାବ. ଅନ) — ପୁନଃ ପୁନଃ ଦର୍ଶନ — Beholding; observing
- ସଂ. ବି. (ନି+ଶମ୍. ଧାତୁ ଣିଚ୍ ଶାମି. ଧାତୁ=ଶାନ୍ତି କରାଇବା+ଭାବ. ଅନ) — ଶ୍ରବଣ — Hearing
- ସଂ. ବି. (ନି+ଶମ୍. ଧାତୁ ଣିଚ୍ ଶାମି. ଧାତୁ=ଶାନ୍ତି କରାଇବା+ଭାବ. ଅନ) — ଆଲୋଚନା — Discussion
- ସଂ. ବି. (ନି+ଶମ୍. ଧାତୁ ଣିଚ୍ ଶାମି. ଧାତୁ=ଶାନ୍ତି କରାଇବା+ଭାବ. ଅନ) — ଛାୟା — A shadow
- ସଂ. ବି. (ନି+ଶମ୍. ଧାତୁ ଣିଚ୍ ଶାମି. ଧାତୁ=ଶାନ୍ତି କରାଇବା+ଭାବ. ଅନ) — ଅତୀତ ବିଷୟର ସ୍ମରଣ — Retrospect; recollection; reminiscence