ନିଶାପ କରିବା Niṡāpa karibā

  • ଦେ. କ୍ରି. — ପଞ୍ଚାୟତରେ କୌଣସି ବିଷୟ ବିଚାର କରିବା; ଅଦାଲତଙ୍କ ବିନା ସାହାଯ୍ୟରେ ଆପୋସିରେ ବିଚାର କରିବା — To arbitrate; to make an award; to consider a matter amicably