ନିଶାଟନ Niṡāṭana

  • ସଂ. ବି. ପୁଂ. (ନିଶା+ଅଟ୍ ଧାତୁ+ଭାବ. ଅନ) — ରାତ୍ରିରେ ଭ୍ରମଣ — Roving in the night
  • ସଂ. ବିଣ — ରାତ୍ରିରେ ଯେ ଭ୍ରମଣ କରେ — One who roves in the night