ନିଶାଚରୀ Niṡācharī

  • ସଂ. ବିଣ. ସ୍ତ୍ରୀ — ରାତ୍ରିଚାରିଣୀ — Roving in the night
  • ବି. ସ୍ତ୍ରୀ — ରାକ୍ଷସୀ — Demoness
  • ବି. ସ୍ତ୍ରୀ — ପିଶାଚୀ — A ghostess; a she goblin
  • ବି. ସ୍ତ୍ରୀ — କୁଳଟା ସ୍ତ୍ରୀ — An adulteress
  • ବି. ସ୍ତ୍ରୀ — ବେଶ୍ୟା — A prostitute
  • ବି. ସ୍ତ୍ରୀ — ଅଭିସାରିକା — A young woman who goes to tryst to meet her sweetheart in the night
  • ବି. ସ୍ତ୍ରୀ — କେଶୀ ନାମକ ଗନ୍ଧ ଦ୍ରବ୍ୟ — Name of medicinal scent