ନିଶାଖୋରୀ Niṡākhorī

  • ଦେ. ବିଣ. (ଆ. ନଶାଖୋରୀ) — ନିଶାଖୋରର ଉପଯୁକ୍ତ — Befitting a person addicted to drug habit
  • ବି — ମାଦକଦ୍ରବ୍ୟ ସେବନ ଅଭ୍ୟାସ — Habit of taking intoxicating drugs