ନିଶା ପାଣି Niṡāpāṇi

  • ଦେ. ବି. — ପାନୀୟ ମାଦକ ଦ୍ରବ୍ୟ; ମଦ — Intoxicating drink; wine
  • ଦେ. ବି. — (ସହଚର) ମାଦକ ଦ୍ରବ୍ୟ — Any intoxicating drug
  • ଦେ. ବି. — ଶୁଣା ଯାଏ ପୁଅମାନେ ନିଶା ପାଣିରେ କିଛି ଉଡ଼ାଇ ଦେବାରୁ ବାପ ପୁଅଙ୍କର ଅପଡ଼। ଫକୀରମୋହନ. ଛମାଣ ଆଠଗୁଣ୍ଠ।