ନିଶା ଗରଜନ Niṡā garajana

  • ଦେ. ବି. (ସଂ. ନିଶା ଓ ଗର୍ଜନ) — ଅର୍ଦ୍ଧରାତ୍ରରେ ଅନୁମତି ହେବା ଗମ୍ଭୀର ଅବ୍ୟକ୍ତ ସାଇଁ ସାଇଁ ଶବ୍ଦ — A muffled sound heard at dead of night
  • ଦେ. ବି. (ସଂ. ନିଶା ଓ ଗର୍ଜନ) — [ଦ୍ର—ସଂଭବତଃ ଏହା ଝିଙ୍କାରିମାନଙ୍କ ଶବ୍ଦ।]