ନିଶସ୍ତ୍ର, ନିଶସ୍ର Niṡastra(sra)
- ଦେ. ବିଣ. (ସଂ. ନିଃଶସ୍ତ୍ର) — ଶସ୍ତ୍ରହୀନ — Unarmed; disarmed
- ଦେ. ବିଣ. (ସଂ. ନିଃଶସ୍ତ୍ର) — ନିଶସ୍ତ୍ର ହୋଇ ଶସ୍ତ୍ରଘାତେ, ସଂଗ୍ରାମେ ଭାଜିଲେ ସମସ୍ତେ । ଜଗନ୍ନାଥ. ଭାଗବତ ।
- ଦେ. ବିଣ. (ସଂ. ନିଃଶସ୍ତ୍ର) — ନିରୁପାୟ; ଉପାୟାନ୍ତର ରହିତ — Having no other alternative or means
- ଦେ. ବିଣ. (ସଂ. ନିଃଶସ୍ତ୍ର) — (ଯଥା—ସେ ଲୋକକୁ ମୁଁ ଖୋଜି ନିଶସ୍ତ୍ର ହେଲିଣି।)
- ଦେ. ବିଣ. (ସଂ. ନିଃଶସ୍ତ୍ର) — କିଂକର୍ତ୍ତବ୍ୟବିମୂଢ଼ — Dumbfounded
- ଦେ. ବିଣ. (ସଂ. ନିଃଶସ୍ତ୍ର) — ନିଶସ୍ତ୍ର ହୋଇ ଅନାୟତେ, ଧାଇଁଲେ ଶସ୍ତ୍ର ଘେନି ହସ୍ତେ। ଜଗନ୍ନାଥ. ଭାଗବତ।
- ଦେ. ବିଣ. (ସଂ. ନିଃଶସ୍ତ୍ର) — (ସଂ. ନିରାଶ୍ରୟ) ନିରାଶ୍ରୟ — Helpless