ନିଶଙ୍କ ରାୟ ରାଣୀ Niṡaṅka rāya rāṇī

  • ଦେ. ବି. (ନାମ) — ପୁରାତନ ଓଡ଼ିଆ ନାରୀ କବିବିଶେଷ — Name of a female classical Oriya poet
  • ଦେ. ବି. (ନାମ) — [ଦ୍ର—ଏ ଗଞ୍ଜାମ ବୁଢ଼ାରଶିଙ୍ଗି ରାଜା ନିଶଙ୍କରାୟଙ୍କର ରାଣୀ ଥିଲେ ଓ ଅଷ୍ଟାବିଂଶ ଶତାବ୍ଦୀର ଶେଷ ଭାଗରେ ବା ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜୀବିତା ଥିଲେ । ଏ 'ପଦ୍ମାବତୀ ଅଭିଳାଷ' ନାମକ ଗ୍ରନ୍ଥ ପ୍ରଣୟନ କରିଥିଲେ—ତାରିଣୀ. ଉତ୍କଳ ସାହିତ୍ୟ ଇତିହାସ ।]